ଏନଆରଟିଏସ ପରୀକ୍ଷା ଘୁଞ୍ଚିଲା, ସେପ୍ଟେମ୍ବର ୧୦ ପରିବର୍ତ୍ତେ ୧୯ରେ ହେବ

youtube

ଭୁବେନଶ୍ବର: ଏନଆରଟିଏସ ପରୀକ୍ଷା ଘୁଞ୍ଚାଇଲା ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବରୁ ସେପ୍ଟେମ୍ବର ୧୦ ତାରିଖରେ ହେବାକୁ ଥିଲା ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ।  ଏହାକୁ ସେପ୍ଟେମ୍ବର ୧୯ ତାରିଖକୁ ଘୁଞ୍ଚାଇଲା ବୋର୍ଡ । ସକାଳ ୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ହେବ ପରୀକ୍ଷା ।  ଏଥିପାଇଁ ଆଡ଼ମିଟ କାର୍ଡ www.bseodisha.ac.in ୱେବସାଇଟରୁ ଆସନ୍ତା ୧୦ ତାରିଖରୁ ଡାଉନଲୋଡ଼ କରି ହେବ । 

Leave A Reply

Your email address will not be published.