ଅକ୍ଟୋବର ୨୭  ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ  

youtube

ଛତ୍ରପୁର : ଦୁର୍ନୀତି ନିବାରଣ ସପ୍ତାହ ୨୦୨୫ ,  ଅକ୍ଟୋବର ୨୭ ତାରିଖ  ଠାରୁ ନଭେମ୍ବର ୨  ତାରିଖ ପର୍ଯ୍ୟନ୍ତ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳିତ ହେବ  । ଏହି ଉପଲକ୍ଷେ  ଆଜି ପୂର୍ବାହ୍ନରେ  ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଛତ୍ରପୁର ଖେଳପଡିଆ ଠାରୁ ଆରମ୍ଭ ହୋଇ  ଜିଲ୍ଲାପାଳଙ୍କ ବାସଭବନ,ମଝି ବଜାର,ରିକାପଲ୍ଲି ଦେଇ ପୁନଶ୍ଚ ଛତ୍ରପୁର ଖେଳପଡିଆ ଠାରେ ସମାପ୍ତ ହୋଇଥିଲା । ଏହି ପଦଯାତ୍ରାରେ  ସ୍ଵୟଂ ସହାୟିକା ଗୋଷ୍ଠୀ , ଅଙ୍ଗନୱାଡି କର୍ମୀ ,ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ରୀ ,ଦୁର୍ନୀତି ନିବାରଣ କାର୍ଯ୍ୟ।ଳୟର  କର୍ମକର୍ତ୍ତା , ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ଗଣ ସାମିଲ ହୋଇଥିଲେ।

Leave A Reply

Your email address will not be published.