ଲିଙ୍ଗରାଜ ମନ୍ଦିରକୁ ପଶିଲେ ଜାପାନୀ ପର୍ଯ୍ୟଟକ

newyr25

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ । ଜଣେ ଜାପାନୀ ପର୍ଯ୍ୟଟକ ଭିତରକୁ ପଶିଥିବା ସୂଚନା ।
ପୁଣି ସାମ୍ନାକୁ ଆସିଛି ଲିଙ୍ଗରାଜ ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ଘଟଣା । ସୂଚନା ଅନୁସାରେ ଜଣେ ଜାପାନୀ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପର୍ଯ୍ୟଟକଙ୍କୁ ଦେଖି ସନ୍ଦେହ କରିଥିଲେ ସେବାୟତ । ପରେ ସେବାୟତ ତାଙ୍କୁ ପଚରାଉଚରା କରିଥିଲେ । ପଚରାଉଚରା ପରେ ସେ ଅଣହିନ୍ଦୁ ଜଣା ପଡ଼ିଥିଲେ । ପରେ ଉଭୟ ପର୍ଯ୍ୟଟକ ଓ ତାଙ୍କୁ ଭିତରକୁ ନେଇଥିବା ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି । 

Leave A Reply

Your email address will not be published.