ନିଜେ ନିଜକୁ ଗୁଳିକରି ଜୀବନ ହାରିଲେ ଯୁବ କଂଗ୍ରେସ ନେତା !

newyr25

ସୋନପୁର: ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ମୃତ୍ୟୁ ।  ବନ୍ଧୁକରୁ ନିଜେ ଗୁଳିକରି ରାଜେଶ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।  ସୋନପୁର ଭଗବତୀ ପ୍ଲଟ ସ୍ଥିତ ବାସଭବନରେ ଘଟିଛି ଅଭାବନୀୟ ଘଟଣା ।  ତେବେ କାହିଁକି ଓ କେଉଁ ପରିସ୍ଥିତିରେ ରାଜେଶଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l ଜିଲ୍ଲା ଯୁବ କଂଗ୍ରେସ କୋଷାଧକ୍ଷ ପଦରେ ରାଜେଶ ମିଶ୍ର ଥିବା ଜଣା ଯାଇଛି ।

Leave A Reply

Your email address will not be published.