ସରିଲାଣି ଟୋକନ ଅବଧି: ମଣ୍ଡିକୁ ଆସୁନି ଗାଡ଼ି

newyr25

ସୁବର୍ଣ୍ଣପୁର: ସରିଲାଣି ଟୋକନ ଅବଧି ।  ମଣ୍ଡିକୁ ଆସୁନି ଗାଡ଼ି ।  ସହଯୋଗ କରୁନାହାନ୍ତି ମିଲର୍ସ ।  ସୁବର୍ଣ୍ଣପୁର ଜିଲ୍ଲାର ୯୨ଟି ପ୍ୟାକ୍ସରେ ପଡିରହିଛି ଧାନ ।  ମିଲର୍ସ ଗାଡି ପଠାଉନଥିବାରୁ ଶୀତ କାକରରେ ଧାନ ପଡିରହିଛି । ଚିନ୍ତାରେ ଚାଷୀ|

ଧାନ ବିକ୍ରି ହୋଇପାରୁନଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ ।  ଖରିଫ୍ ଋତୁ ଯାଇ ରବିଋତୁ ଚାଷ ଆରମ୍ଭ ହେଲାଣି ।  ହେଲେ ଏପର୍ଯ୍ୟନ୍ତ ଖରିଫ୍ ଧାନ ବିକ୍ରି ହୋଇପାରିଲାନି । ଭୁଣ୍ଡରେ ହାତ ଦେଇ ବସିଛି ଚାଷୀ|

Leave A Reply

Your email address will not be published.