ଜମିବାଡି ବିବାଦକୁ ନେଇ ଆନନ୍ଦପୁରରେ ଟ୍ରିପଲ ମର୍ଡର

add-all

ଆନନ୍ଦପୁର: ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ। ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା। ସ୍ବାମୀ, ସ୍ତ୍ରୀ ସମେତ  ନାବାଳିକା ଝିଅକୁ  ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକମାନେ ହେଲେ ଜିତେନ୍ଦ୍ର ସୋରେନ, ମାଳତୀ ସୋରେନ, ମମି ସୋରେନ।ଏହି ଘଟଣାଟି  ଘସିପୁରା ଥାନା ନିଆଳିଝରଣ ଗାଁରେ ଘଟିଛି ।ହତ୍ୟାକାଣ୍ତପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି। 

ad-week
Leave A Reply

Your email address will not be published.