ଏଥର ବଜେଟରେ କଣ ସବୁ ହେଲା ଶସ୍ତା ଓ ମହଙ୍ଗା

ଶସ୍ତା ହେଲା :

  1. କର୍କଟ ଏବଂ ମଧୁମେହ ଔଷଧ
  2. କ୍ରୀଡା ସାମଗ୍ରୀ
  3. ସୋଲାର ସାମଗ୍ରୀ
  4. ମୋବାଇଲ ବ୍ୟାଟେରୀ
  5. ମାଇକ୍ରୋଓଭନ
  6. ଚମଡା
  7. ବିଦେଶ ଯାତ୍ରା
  8. ବାୟୋ ସିଏନଜି
  9. କପଡା

ମହଙ୍ଗା ହୋଇଛି :

  • ମଦ
  • ଖଣିଜ ପଦାର୍ଥ
  • ସ୍କ୍ରାପ୍
  • ସିଗାରେଟ୍
  • ପାନ ମସଲା
  • ସୌଖୀନ ପୋଷାକ
  • ତମାଖୁ ସାମଗ୍ରୀ
  • ଆମଦାନୀ ଘଣ୍ଟା

ବଜେଟରେ କର୍କଟ ଔଷଧ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି। ୭ଟି ଗମ୍ଭୀର ରୋଗର ଔଷଧ ଶସ୍ତା ହୋଇଛି। ଏଥିରେ କର୍କଟ ଏବଂ ମଧୁମେହ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଚମଡ଼ା ଜୋତା ଏବଂ ମୋବାଇଲ୍ ବ୍ୟାଟେରୀ ମଧ୍ୟ ଶସ୍ତା ହୋଇଛି। ମଦ୍ୟପାନକାରୀଙ୍କୁ ଝଟକା ଲାଗିଛି। ବଜେଟରେ ମଦ୍ୟପାନ ମହଙ୍ଗା କରାଯାଇଛି।

ad-week
Leave A Reply

Your email address will not be published.