ଚଳିତ ମାଟ୍ରିକ ପରୀକ୍ଷାର ସବୁଠୁ କୁନି ପରିକ୍ଷାର୍ଥୀ, ଉଚ୍ଚତା ମାତ୍ର ଦେଢ଼ ଫୁଟ

newyr25

କାମାକ୍ଷାନଗର: ସବୁଠୁ କୁନି ପରିକ୍ଷାର୍ଥୀ । ଉଚ୍ଚତା ମାତ୍ର ଦେଢ଼ ଫୁଟ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଛାତ୍ରୀ ଜଣଙ୍କ ହେଲେ କାମାକ୍ଷାନଗର ବ୍ଲକ ମହୁଲପାଳ ସ୍ଥିତ ନିଗମାନନ୍ଦ ହାଇସ୍କୁଲର ସୁନିତା ନାୟକ । ସେ ଠିକରେ କଥା କହିପାରୁ ନାହାଁନ୍ତି କି ଶୁଣି ପାରନ୍ତି ନାହିଁ । କିନ୍ତୁ ଠାରରେ ସବୁ ଜାଣିପାରନ୍ତି । ସୁନିତା ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କର ଜଣେ ନବମ ଶ୍ରେଣିର ଜଣଏ ସମ୍ପର୍କିୟ ଛାତ୍ର ତାଙ୍କ ପାଇଁ ପରୀକ୍ଷା ଦେଉଛନ୍ତି । କୁନି ଝିଅକୁ ମଣିଷ କରିବା ପାଇଁ ପ୍ରୟାଶ ଜାରି ରଖିଛନ୍ତି ତାଙ୍କ ମାଆ ।

Leave A Reply

Your email address will not be published.