ଶୋଭାଯାତ୍ରାରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା

add-all

ବଲାଙ୍ଗୀରି : ବିଧାୟକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ ।  ବଲାଙ୍ଗିର ଟିଟିଲାଗଡ଼ରେ ରାମ ନବମୀ ଅବସରରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ସହିତ ଅନ୍ୟାନ୍ୟ ଜନ ପ୍ରତିନିଧି ଓ ବରିଷ୍ଠ ନାଗରିକ ଶୋଭାଯାତ୍ରାରେ ଭାଗ ନେଇଥିଲେ ।  ଶୋଭାଯାତ୍ରାଟି ଟିଟିଲାଗଡ଼ ସହରର ପୁରୁଣା ବ୍ୟାଙ୍କ ଛକରେ ପହଞ୍ଚିବା ପରେ ବିଧାୟକ ନବୀନ ଜୈନ ନିଜ ପିସ୍ତଲରୁ ଫାଙ୍କ ଗୁଳି ଚାଳନା କରିଥିଲେ  l  ଏହାକୁ ନେଇ ଟିଟିଲାଗଡ଼ରେ ଏବେ ଆଲୋଚନା ଚାଲିଛି ।

Leave A Reply

Your email address will not be published.