ବିଦେଶ ଯାଉଥିବା ଲୋକଙ୍କ ପାଇଁ ବଜେଟରେ ବଡ ଘୋଷଣା : ଏଣିକି ଉପଲବ୍ଧ ହେବ ଚିପ୍ ଯୁକ୍ତ ଇ-ପାସପୋର୍ଟ…

add-all

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ଯୁବକଙ୍କ ଠାରୁ ଆରମ୍ଭ କରି ରେଳ ପର୍ଯ୍ୟନ୍ତ କିଛି ବଡ ଘୋଷଣା କରିଛନ୍ତି। ଏହି ସମୟରେ, ସାଧାରଣ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୨୨-୨୩ ବର୍ଷରୁ ଇ-ପାସପୋର୍ଟ ଆସିବ। ଭବିଷ୍ୟତକୁ ଦ୍ରୁଷ୍ଟିରେ ରଖି ସେଥିରେ ଏକ ଆଧୁନିକ ଚିପ୍ ରହିବ।

ଅର୍ଥମନ୍ତ୍ରୀ କହିଛନ୍ତି, ପାସପୋର୍ଟ ସେବା କେନ୍ଦ୍ରକୁ ନବୀକରଣ କରାଯିବ ଏବଂ ନୂତନ ଟେକ୍ନୋଲୋଜି ଆଧାରିତ ପାସପୋର୍ଟ ସେବା ଯୋଗାଇବା ପାଇଁ ଆବଣ୍ଟନ କରାଯିବ।

ad-week
Leave A Reply

Your email address will not be published.