ଜେଲ ୱାଡେନଙ୍କ ସନ୍ଦେହଜନକ ମୃତ୍ୟୁ

add-all

ସମ୍ବଲପୁର : ସମ୍ବଲପୁର ଜେଲ ୱାଡେନଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ । ଜେଲ ୱାର୍ଡ଼ର ରଶ୍ମି ରଞ୍ଜନ ମିଶ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ । ଜେଲ ବ୍ୟାରେକର ବାଥରୁମରେ ପଡି ମୃତ୍ୟୁ ହୋଇଥିବା ସୂଚନା ମଳିଛି ।  ରଶ୍ମି ବରଗଡ଼ ଜିଲ୍ଲା କଣ୍ଟାପାଲି ଅଞ୍ଚଳର ହୋଇଥିବା ବେଳେ କିଛି ଦିନ ତଳେ କଣ୍ଟାବାଞ୍ଜି ଜେଲ ରୁ ବଦଳି ହୋଇ ଆସିଥିଲେ । ବାଥରୁମରେ ପଡ଼ିଯିବା ପରେ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ad-week
Leave A Reply

Your email address will not be published.