ଯୁବକଙ୍କୁ ଗଳାକାଟି ହତ୍ୟା

add-all

ରାଉରକେଲା : ଯୁବକଙ୍କ ଗଳାକାଟି ମାରିଦେଲେ ।  ମଦ୍ୟପାନ ପରେ ଯୁବକଙ୍କ ଗଳାକାଟି ମାରିଦେଲେ ଦୁର୍ବୃତ୍ତ ।   ରାଉରକେଲା ସେକ୍ଟର ୬ ବସ୍ତି ଅଞ୍ଚଳରେ ଘଟିଛି ଏହି ଅଭାବନୀୟ କାଣ୍ଡ । ମୃତ ଯୁବକଙ୍କ ନାଁ ତୋଫାନ ।  କୌଣସି କାରଣରୁ ତୋଫାନଙ୍କର ଅନ୍ୟ ୫ ଯୁବକଙ୍କ ସହ ବିବାଦ ହୋଇଥିଲା ।  ଏଥିରେ ଉତ୍ତ୍ୟକ୍ତ ହୋଇ ତୋଫାନଙ୍କୁ ମାରିଦେଇଥିଲେ ଅନ୍ୟ ୫ ଯୁବକ ।  ମାରିଦେବା  ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।  ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

ad-week
Leave A Reply

Your email address will not be published.