ତିଖିରି ପଞ୍ଚାୟତରେ ଜବରଦଖଲ ଉଚ୍ଛେଦ ଆରମ୍ଭ

kalipuja

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବହୁ ଚର୍ଚ୍ଚିତ ତିଖିରି ପଞ୍ଚାୟତରେ ଜବରଦଖଲ ଉଚ୍ଛେଦ ଆରମ୍ଭ ।  କଡା ସୁରକ୍ଷାରେ ଉଚ୍ଛେଦ ଚାଲିଛି ।  ୧୨୪ ଟି ପରିବାରଙ୍କୁ ଉଚ୍ଛେଦ କରାଯାଇଛି ।  ଗତ ମେ ମାସ ୨୧ ତାରିଖରେ ଜବର ଦଖଲ ଉଛେଦକୁ ନେଇ ଦେଖାଦେଇଥିଲା ବିବାଦ ।  ତିଖିରି ସରପଞ୍ଚ ଚାମେଲୀ ଓଝା ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ହୋଇଥିଲା । କଡା ସୁରକ୍ଷା ଭିତରେ  ଜବର ଦଖଲ ଉଛେଦ  ଚାଲିଥିବା ବେଳେ ସରପଞ୍ଚ ଚାମେଲୀ ଓଝା  ପ୍ରଶାସନକୁ ଶୁଣେଇ ଛନ୍ତି ଚରମ ବାଣୀ  l  ଯଦି ଭାଙ୍ଗିବ ସବୁ ଅନାବାଦୀକୁ ଭାଙ୍ଗିବେ ବୋଲି ଦାବି କରିଛନ୍ତି  l

ad-week
Leave A Reply

Your email address will not be published.