ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ବାଇକ୍, ୨ମୃତ

add-all

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟି ଶଙ୍ଖ ପୋଲିଆ ନିକଟରେ ଅଘଟଣ। ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ବାଇକ। ଦୁଇ ବାଇକ ଆରୋହୀ ମୃତ। ମୃତକ ଦୁଇ ଯୁବକ ହେଲେ ସଦର ଥାନା ସାରିଆପଡା ଗ୍ରାମର ସତ୍ୟ ରଂଜନ ଦଳେଇ ଓ ବିକାଶ କୁମାର ନାୟକ।

ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ମାନଙ୍କର ଭିଡ଼ ଜମିଥିଲା । ଦୁର୍ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୨ ଜଣ ଯୁବକ ମୃତ୍ୟୁ ପରେ ଗ୍ରାମରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଛି ।

ad-week
Leave A Reply

Your email address will not be published.