ହନୁମାନ ପଇସା କାରବାରରେ ଲକ୍ଷାଧିକ ଟଙ୍କାର ଠକେଇ

add-all

ଭୁବନେଶ୍ଵର: ହନୁମାନ ପଇସା କାରବାରରେ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଯୁବକଙ୍କୁ ଅପହରଣ। ଭୁବନେଶ୍ଵର ଭରତପୁର ଅଞ୍ଚଳରୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲା ତମାଣ୍ଡୋ ପୋଲିସ। ଅପହୃତ ହୋଇଥିବା ଯୁବକ ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, କେନ୍ଦ୍ରାପଡ଼ାର ବିବେକାନନ୍ଦ ମହାଳି ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିଲେ।

ad-week
Leave A Reply

Your email address will not be published.