ରାଜ୍ୟରେ ସରିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ, ସବୁ ଜିଲ୍ଲାରେ ପୋଛିନେଲା ବିଜେଡି

add-all

ଭୁବନେଶ୍ୱର: ରାଜ୍ୟରେ ଆଜି ଶେଷ ହୋଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ପ୍ରାୟ ସବୁ ଜିଲ୍ଲାରେ ଶାସକ ବିଜେଡି ଅଧ୍ୟକ୍ଷ ପଦ ପୋଛି ନେଇଛି । ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର କୁନ୍ତୀ ପ୍ରଧାନ ସଭାପତି ନିର୍ବାଚିତ ହୋଇଛନ୍ତି । ସେହିଭଳି ମୟୂରଭଞ୍ଜରେ ଭାରତୀ ହାଂସଦା (ବିଜେଡି) ନୟାଗଡ଼ରେ ଦେବାଶିଷ ପଟ୍ଟନାୟକ (ବିଜେଡି) ନବରଙ୍ଗପୁରରେ ମୋତିରାମ ନାୟକ (ନିଜେଡି) ମାଲକାନଗିରିରେ ସମାରି ତାଙ୍ଗୁଲୁ (ବିଜେଡି)ରୁ ନିର୍ବାଚିତ ହୋଇଛନ୍ତି ।

ବଲାଙ୍ଗିରରେ ମଧ୍ୟ ବିଜେଡିର ଦେବକୀ ସାହୁ, ବରଗଡ଼ରେ ମାନିନୀ ଭୋଇ (ବିଜେଡି) ବାଲେଶ୍ବରରେ ନାରାୟଣ ପ୍ରଧାନ (ବିଜେଡି) ଭଦ୍ରକରେ ପ୍ରଫୁଲ ଜେନା (ବିଜେଡି) ଦେବଗଡ଼ରେ କୌଶିକ କୁମାର ପ୍ରଧାନ (ବିଜେଡି) ଢେଙ୍କାନାଳରେ ଅର୍ଚ୍ଚନା ପୁହାଣ (ବିଜେଡି) ଝାରସୁଗୁଡ଼ାରେ ତୁଲାବତୀ ମିଞ୍ଜ (ବିଜେଡି)

ଯାଜପୁରରେ ନଳିନୀପ୍ରଭା ଜେନା (ବିଜେଡି) ଜଗତସିଂହପୁରରେ ମନୋଜ କୁମାର ଭୋଇ (ବିଜେଡି) କେନ୍ଦୁଝରରେ ସାଗରୀକା ସାହୁ (ବିଜେଡି) କଳାହାଣ୍ଡିରେ ପୁଷ୍ପେନ୍ଦ୍ର କୁମାର ସିଂହଦେଓ (ବିଜେଡି) କନ୍ଧମାଳରେ ନନ୍ଦିନୀ ମଲ୍ଲିକ (ବିଜେଡି) କୋରାପୁଟରେ ସସ୍ମିତା ମେଲେକା (ବିଜେଡି) କେନ୍ଦ୍ରାପଡ଼ାରେ ଗୀତାଞ୍ଜଳି ସେଠୀ (ବିଜେଡି) ନୂଆପଡ଼ାରେ ଡଲି ମାଝୀ ନିର୍ବାଚିତ ହୋଇଛନ୍ତି ।

ନବରଙ୍ଗପୁରରେ ମୋତିରାମ ନାୟକ (ବିଜେଡି) ନୟାଗଡ଼ରେ ଦେବାଶିଷ ପଟ୍ଟନାୟକ (ବିଜେଡି) ରାୟଗଡ଼ାରେ ସରସ୍ବତୀ ମାଝୀ (ବିଜେଡି) ସମ୍ବଲପୁରରେ କୁମୁଦିନୀ ନାୟକ (ବିଜେଡି) ସୁବର୍ଣ୍ଣପୁରରେ ସୁପାର ଠେଲା (ବିଜେଡି) ବୌଦ୍ଧରେ ପ୍ରଭାସିନୀ ଦାସ (ବିଜେଡି) ପୁରୀରେ ସ୍ବପ୍ନାରାଣୀ ସ୍ବାଇଁ (ବିଜେଡି) ଅନୁଗୁଳରେ ବବିତା ପ୍ରଧାନ ନିର୍ବାଚିତ ହୋଇଛନ୍ତି ।

ad-week
Leave A Reply

Your email address will not be published.