କିଶିଦାଙ୍କୁ କୃଷ୍ଣ ପଙ୍ଖି ଉପହାର ଦେଲେ ମୋଦି

add-all

ନୂଆଦିଲ୍ଲୀ,୨୦।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କୁ ‘କୃଷ୍ଣ ପଙ୍ଖି’ ଉପହାର ଦେଇଛନ୍ତି। ଏହା ଚନ୍ଦନ କାଠରେ ନିର୍ମିତ ଏବଂ ଏହାର ପାର୍ଶ୍ୱରେ ଭଗବାନ ଶ୍ରୀକୃଷ୍ଣଙ୍କର ବିଭିନ୍ନ ସ୍ଥିତିକୁ ଚିତ୍ରଣ କରୁଥିବା କଳାକୃତି ଚିତ୍ର ରହିଛି।

ଏହାର ଉପରେ ଭାରତର ଜାତୀୟ ପକ୍ଷୀ ମୟୂର ଖୋଦିତ ହୋଇଛି। ଏହି ‘କୃଷ୍ଣ ପଙ୍ଖି’ ରାଜସ୍ଥାନର ଚୁରୁରେ କୁଶଳୀ କାରିଗରମାନଙ୍କ ଦ୍ୱାରା ନିର୍ମିତ।

ad-week
Leave A Reply

Your email address will not be published.