ଆନ୍ତଃରାଜ୍ୟ ବଲେରୋ ଚୋର ଗ୍ୟାଙ୍ଗ: ୨୨ଟି ଗାଡି ସହ ୧୦ ଗିରଫ

Independence

ବଲାଙ୍ଗିର ପୋଲିସକୁ ବଡ ସଫଳତା। ଆନ୍ତଃରାଜ୍ୟ ବଲେରୋ ଚୋର ଗ୍ୟାଙ୍ଗକୁ ଧରିଲା ବଲାଙ୍ଗିର ପୋଲିସ। ଏହାସହ ୨୨ଟି ବଲେରୋ ଗାଡି ଉଦ୍ଧାର ସହ ୧୦ଜଣଙ୍କୁ ଗିରଫ କଲା ପୋଲିସ୍।

ଗତ ଏକ ବର୍ଷ ଭିତରେ ସୋନପୁର ବଲାଙ୍ଗିର,କଲାହାଣ୍ଡି,ନୂଆପଡା,ବରଗଡ ଓ ସମ୍ବଲପୁର ଜିଲ୍ଲାରୁ ବଲେରୋ ଗାଡି ଓ ପିକଅପ ଚୋରେଇ ଏହି ଗ୍ୟାଙ୍ଗ ବିକ୍ରି କରି ଦେଉଥିଲେ।

ଏହି ଚୋର ଗ୍ୟାଙ୍ଗ ଠାରୁ ପ୍ରାୟ ୧୫ଲକ୍ଷ ଟଙ୍କାର ଗାଡି ସ୍ପେୟାର ପାର୍ଟ ମଧ୍ୟ ଜବତ ହୋଇଛି।

ad-week
Leave A Reply

Your email address will not be published.