୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ, ବଲାଙ୍ଗୀରରେ ସର୍ବାଧିକ ୪୧ ଡିଗ୍ରୀ

add-all

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ବଢି ଚାଲିଛି ତାତି। ସୋମବାର ୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି। ତେବେ ବଲାଙ୍ଗୀରରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବାରିପଦାରେ ୪୦.୮, ଟିଟିଲାଗଡ଼ରେ ୪୦.୫, ତାଳଚେରରେ ୪୦.୨, ସୋନପୁର ଏବଂ ଅନୁଗୋଳରେ ୪୦.୧ ଏବଂ ବୌଦ୍ଧରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି।

ସେହିପରି କଟକ ଏବଂ ଭୁବନେଶ୍ୱରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ad-week
Leave A Reply

Your email address will not be published.