ଅସ୍ୱାଭାବିକ ଭାବେ ବଢୁଛି ଶିଶୁ ର ମୁଣ୍ଡ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ…

add-all

ଖଲ୍ଲିକୋଟ : ଦିନକୁ ଦିନ ମାତ୍ର ୬ ମାସର ଶିଶୁ ର ମୁଣ୍ଡ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବା ଫଳରେ ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ଚିନ୍ତା ବଢିବା ସହ ଚିକିଛା ପାଇଁ ଅର୍ଥ ବାଧକ ସାଜିଥିବା ଜଣାପଡିଛି l ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବି ଏନ ପୁର ପଂଚାୟତ ର ଲଙ୍ଗଳ ଘାଇ ଗ୍ରାମର ଏକ ହରିଜନ ବସ୍ତି ସାଗର ନାୟକ ନାମକ ଜଣେ ଯୁବକ ଓ ପତ୍ନୀ ପୁଷ୍ପାଞ୍ଜଳି ସମେତ ନବଜାତ ୬ ମାସ ର ଶିଶୁ ପୁତ୍ର କୁ ନେଇ ଏକ ଛୋଟିଆ ପରିବାର l ସାଗର ସେହି ଗ୍ରାମରେ ଚିକେନ କାଟି ପରିବାର ଚଳାଏ l ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହେବା ପରେ ଖୁବ ହସ ଖୁସିରେ ପରିବାର ଚାଲିଥିଲା l ତେବେ ପୁତ୍ର ସନ୍ତାନ କୁ ପାଞ୍ଚ ମାସ ପୁରିବା ପରେ ତାର ମୁଣ୍ଡ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଲା l ପୁରା ଏଭଳି ଅବସ୍ଥା ଦେଖି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଲା l ପିଲାକୁ ନେଇ ଖଲ୍ଲିକୋଟ ଓ ବ୍ରହ୍ମପୁର ବଡମେଡିକାଲ ଚିକିଛା କରିବା ପରେ ଡାକ୍ତର ମାନେ ପରବର୍ତୀ ଚିକିଛା ପାଇଁ କଟକ ପଠାଇବା ପରେ ସାଗର ଚିକିଛା ସହାୟତା ପାଇଁ ଗଂଜାମ ଜିଲ୍ଲାପାଳ ଙ୍କୁ ଭେଟିବା ପରେ ଜିଲ୍ଲାପାଳ ରେଡ କ୍ରସ ରୁ ଦଶହଜାର ଟଙ୍କା ଦେବା ପରେ କଟକ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ପରେ ଡାକ୍ତର ପିଲାର ମୁଣ୍ଡରେ ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ପଡିବ କଥା କହ

ad-week
Leave A Reply

Your email address will not be published.