ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲା: ବଦଳିଲେ ତଦନ୍ତକାରୀ ଅଧିକାରୀ

add-all

ଭୁବନେଶ୍ୱର ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ମାମଲାରେ ବଦଳିଲେ ତଦନ୍ତକାରୀ ଅଧିକାରୀ। NHRC ଗାଇଡ୍‌ଲାଇନ୍‌ ଅନୁୟାୟୀ ତଦନ୍ତ ହେଉଛି। ଅତିରିକ୍ତ ଡିସିପି ଏହାର ତଦାରଖ କରୁଛନ୍ତି। ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ NHRCକୁ ପଠାଯିବ।ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଦେବେନ୍ଦ୍ରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି।

କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଟିମ୍‌ ତଦନ୍ତ ପାଇଁ ନିବେଦନ କରିଛନ୍ତି ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶ ।

ଭୁବନେଶ୍ୱର ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ଘଟଣାରେ ଅଭିଯୋଗ ଆଣିଥିଲେ ମୃତ ବ୍ୟକ୍ତିଙ୍କ ପରିବାର ଲୋକ। ଦେବେନ୍ଦ୍ର ଚୌଧୁରୀଙ୍କ ନାଁରେ ରହିଛି ଏକାଧିକ ଚୋରି ମାମଲା। କପିଳ ପ୍ରସାଦ ଅଞ୍ଚଳରେ ମୃତ ଦେବେନ୍ଦ୍ରଙ୍କ ପରିବାର ଲୋକ ରୁହନ୍ତି। ଦେବେନ୍ଦ୍ର ସାଇକେଲ ଚୋରି କରୁଥିବାର ଚିତ୍ର ସିସିଟିଭିରେ କଏଦ୍‌ ହୋଇଥିଲା।

ad-week
Leave A Reply

Your email address will not be published.