ପଥିକ ମାନଙ୍କ ପାଇଁ ଜଳଦାନ ବ୍ୟବସ୍ଥା କଲେ ସରପଞ୍ଚ…

add-all

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବିଭିନ୍ନ ଛକମାନଙ୍କରେ ପଥିକ ମାନଙ୍କ ଶୋଷକୁ ମେଣ୍ଟାଇବା ପାଇଁ ଜଳ ଛତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଜଳଦାନ ବ୍ୟବସ୍ଥା ଆପଣେଇଛନ୍ତି ଟିକାବାଲି ସରପଞ୍ଚ  କୁନ୍ଦରୁ ମଲ୍ଲିକ ଏହି ବ୍ୟବସ୍ଥାକୁ ଫଳପ୍ରଦ ଆଉ ମଜୁଭୂତ କରିବା ପାଇଁ ସହଯୋଗ କରିଛନ୍ତି ସାମାଜିକ କର୍ମୀ  କ୍ରିଷ୍ଣା ଚନ୍ଦ୍ର ଡିଗଲ (ବୁଲୁ )।୪୯ ଉତ୍ତପ୍ତ  ଖରାରେ ଧଇଁ ସଇଁ ହୋଇ ଆସୁଥିବା ପଥିକଙ୍କୁ ସରପଞ୍ଚ ନିଜେ ଜଳ ଦାନ କରୁଥିବା ଦେଖିବାକୁ ମିଲିଛି । ପ୍ରବଳ ଖରାରେ ହାଣ୍ଡିଏ ଜଳ ରଖୁଥିଲେ ସୁଦ୍ଧା ଜଳ ସରିଯାଉଛି ଏଣୁ ପାଣି ଦେଖାରଖା ପାଇଁ ସରକାରଙ୍କ ତରଫରୁ କିଛି ବ୍ୟବସ୍ଥା କଲେ ଆହୁରି ଭଲ ହୁଅନ୍ତା ବୋଲି ସର୍ଵ ସାଧାରଣରେ ଆଲୋଚନା ଦେଇଛି ।

ad-week
Leave A Reply

Your email address will not be published.