ଖୋର୍ଦ୍ଧାରେ ୫୫ ଗ୍ରାମ ବ୍ରାଉନ୍‌ ସୁଗାର ଜବତ, ଦୁଇ ଗିରଫ

add-all

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗର ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଏବଂ ବାଇପାସ୍ ଅଞ୍ଚଳରେ ଚଢାଉ । ଗଞ୍ଜେଇ ଏବଂ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବାବଳେ ୫୫ ଗ୍ରାମର ବ୍ରାଉନସୁଗାର ଓ ୩ କେ.ଜିର ଗଞ୍ଜେଇ ଜବତ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଦୁଇଜଣ ହେଲେ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ବାନୋସରୀ ହାଜରା ଏବଂ କଟକ ନିଆଳି ଅଞ୍ଚଳର ମହମ୍ମଦ ଅସଲମ।

ad-week
Leave A Reply

Your email address will not be published.