ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା

Independence

ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା। ୧୯୯୬ ମସିହା ବ୍ୟାଚ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା। ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପରେ ପ୍ରତିକ୍ରିୟାରେ ଅରୁଣ ବୋଥ୍ରା କହିଛନ୍ତି, ମୋ ଘର ବାହୁଡା ହୋଇଛି । ରାଜ୍ୟର ଅପରାଧ ସ୍ଥିତି ନିୟନ୍ତ୍ରଣରେ ରହିଛି।

ପଡି ରହିଥିବା ପୁରୁଣା ମାମଲାର ତଦନ୍ତ ଶେଷ କରିବା ସହ ସାଇବର ସଚେତନତା ଦିଗରେ ଫୋକସ କରାଯିବ ବୋଲି କହିଛନ୍ତି ଅରୁଣ ବୋଥ୍ରା ।

ad-week
Leave A Reply

Your email address will not be published.