୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର

add-all

ପୁଣି ରନ୍ଧନ ଗ୍ୟାସ ମୂଲ୍ୟରେ ବୃଦ୍ଧି ହୋଇଛି। ରନ୍ଧନ ଗ୍ୟାସ ମୂଲ୍ୟ ଶନିବାର ୫୦ ଟଙ୍କା ବଢ଼ି ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଛି। ଓଡ଼ିଶା ଉପଭୋକ୍ତାଙ୍କୁ ଏବେ ଅତିରିକ୍ତ ମୂଲ୍ୟ ଦେଇ ଗ୍ୟାସ କିଣିବାକୁ ପଡ଼ିବ। କଟକ ଏବଂ ଭୁବନେଶ୍ଵରରେ ପୂର୍ବରୁ ରନ୍ଧନ ଗ୍ୟାସର ମୂଲ୍ୟ ୯୭୬ ଟଙ୍କା ରହିଥିବାବେଳେ ଏବେ ଏହି ମୂଲ୍ୟରେ ବୃଦ୍ଧି ହୋଇ ୧,୦୨୬ ଟଙ୍କାରେ ପହଞ୍ଚିଛି।

ad-week
Leave A Reply

Your email address will not be published.