ଟିକା ନେଇଥିଲେ ଚତୁର୍ଥ ଲହରରେ ସଂକ୍ରମିତ ହେବା ଆଶଙ୍କା କମ୍: ସ୍ବାସ୍ଥ୍ୟ ବିଶେଷଜ୍ଞ

add-all

ଭୁବନେଶ୍ବର: ଚତୁର୍ଥ ଲହରରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ ମାତ୍ର ହସ୍ପିଟାଲାଇଜେସନ କମ୍ ରହିବ। ଏହି ସୂଚନା ଦେଇଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ସେ କହିଛନ୍ତି, ଯେଉଁଭଳି କୁହାଯାଉଛି ଚତୁର୍ଥ ଲହରରେ ପିଲା ବା କିଶୋରଙ୍କୁ ଅଧିକ ସଂକ୍ରମିତ କରିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ରାୟଗଡ଼ାରେ ୬୪ ଜଣ ପିଲା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଯଦି ଆମେ ଟେଷ୍ଟିଂ ବଢ଼ାଇବା ତେବେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବ। ତେଣୁ କେବଳ କିଶୋର କି ପିଲା ନୁହନ୍ତି, ବରଂ ସବୁ ପୀଢ଼ି ଏହାଦ୍ଵାରା ସଂକ୍ରମିତ ହେବେ। ଏହାର ଲକ୍ଷଣ ମଧ୍ୟ ସାମାନ୍ୟ ରହିବ। ଆଗକୁ ୩ ସପ୍ତାହ ବା ୧ମାସ ମଧ୍ୟରେ ସଂକ୍ରମଣ ଶୀର୍ଷକୁ ଯାଇପାରେ। ଆଉ ଯଦି ଟୀକା ନେଇଥିବେ ତେବେ ସଂକ୍ରମିତ ହେବା ଆଶଙ୍କା ମଧ୍ୟ କମ ରହିବ।

ad-week
Leave A Reply

Your email address will not be published.