ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଙ୍କୁ ଭାବ୍ୟ ସ୍ୱାଗତ ସଭା…

add-all

ଗୋପାଳପୁର :-,ଓଡିଶା ର ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟ୍ୟରେ ବ୍ରହ୍ମହପୁର ବିଶ୍ୱବିଦ୍ୟାଳୟ ଏକ ସ୍ୱତନ୍ତ୍ର ଅଦର୍ଶ ର ପରିଚୟ ଦିଏ. ଯାହାର ଅନ୍ୟ ଏକ ମାଇଲଖୁଣ୍ଟ ସ୍ଥାପନ ଆମର ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁ ପ୍ରଥମ ମହିଳା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଙ୍କୁ ଚୟନ କରି. ଯେକି ସେ ଏକାଧାରରେ ଜଣେ ଉଚାକୋଟିର ଶିକ୍ଷାବିତ ସାଙ୍ଗକୁ ଉଚାକୋଟିର ପ୍ରଶାସକ ଓ ମିଷ୍ଟଭାସି ଓ ଶାନ୍ତି ପ୍ରିୟ ବ୍ୟାକ୍ତିତ୍ୱ ଅଟନ୍ତି. ଏଣୁ ବିଶ୍ୱବିଦ୍ୟାଳୟ ମହଲରେ ଆନନ୍ଦିତ ହୋଇ ବିଶ୍ୱବିଦ୍ୟାଳୟ ସମସ୍ତ କର୍ମକର୍ତ୍ତା ନା ତରଫରୁ ବିଶ୍ଵବିଦ୍ୟାଳୟ ର ପ୍ରେଖ୍ୟାଳୟ କୋଠରୀ ରେ ନୂତନ କୁଳପତି ଙ୍କୁ ଉଦେଶ୍ୟରେ ଏକ ଭାବ୍ୟ ସ୍ୱାଗତ ସଭା ଅନୁଷ୍ଠିତ ହୋୟୀ ଥିଲା. ଏହି ସଭା ରେ asst registrer ଡ୍ର ସରୋଜ କୁମାର ଦାଶ ଙ୍କ ସ୍ୱାଗତ ଭାଷଣ ସହ ସଭା ଆରମ୍ଭ ହୋୟୀ ଥିଲା ପରେ ପରେ ମଞ୍ଚାସିନ ଅତିଥି chairman P. G.council. Registrer.chairman.C.D. C. Presidents of B. U. T.A, B. V. K. S., B. U. N.T. E., ମାନେ ମଧ୍ୟ ସେମାନଙ୍କ ସ୍ୱାଗତ ଭାଷଣ ଉପସ୍ଥାପନା କରି ଥିଲେ. ଶେଷରେ ସଭର ଆକର୍ଷଣ ରା କେନ୍ଦ୍ର ବିନ୍ଦୁ ନୂତନ କୁଳପତି prof gitanjali dash ଙ୍କ ଭାଷଣ ହଲ ମଧ୍ୟ୍ୟରେ ଉପସ୍ଥିତ ଥିବା ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରି ଥିଲା. କାରଣ ତାଙ୍କରି ହସ ହସ ମୁଖରୁ ଭାଷଣରେ ଥିଲା କିଛି ଶ୍ରଦ୍ଧା ସୁମନ ସହ. ଅନୁଶାସନ ରା ପରିଭାଷା ଓ ତାଙ୍କରି କର୍ମକ୍ଷେତ୍ର ର କିଛି ଘଟଣା ଓ ଅନୁଭୂତି ସହ ବିଶ୍ୱବିଦ୍ୟାଳୟ ର ସମସ୍ତ ଛାତ୍ର. ଶିକ୍ଷକ. କର୍ମଚାରୀ ନା ମିଳିତ ସହଯୋଗ ରେ. ବିଶ୍ୱବିଦ୍ୟାଳୟ ରା ଅନୁଶାସନ କୁ ପରି ମାର୍ଜିତ କରି ଏକ ଆଦର୍ଶ ଓ ଏକ ନମ୍ବର କରିବାର ପ୍ରଚେଷ୍ଟା ଆଗାମୀ ଚାରି ବର୍ଷରେ କରିବାର ପ୍ରତିଶୃତି ଦେଇ. ଶେଷରେ କର୍ମଚାରୀ ଙ୍କ ହସ ସହ ମୋର ହସ କୁ ସାମିଲ କରିବି କହି କୁଳପତି ତାଙ୍କରି ଅଭିଭାଷଣ ସାଙ୍ଗ କରିଥିଲେ. ଶେଷରେ ପ୍ରଫେସର ମାନସ ରଞ୍ଜନ ପାତ୍ର ଙ୍କ ଧନ୍ୟବାଦ ସହ ସଭା ସାଙ୍ଗ ହାଇଥିଲା.

ad-week
Leave A Reply

Your email address will not be published.