ଖଣି ମାଲିକ ଜିତୁ ପଟ୍ଟାନାୟକଙ୍କ ଘରେ ଇଡିର ରେଡ୍‌

add-all

ଭୁବନେଶ୍ଵର: ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି। ଅର୍ଥ ହଡପ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି। ଭୁବନେଶ୍ଵରର ୨ ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଯୋଡାର ୨ ଟି ସ୍ଥାନରେ ଇଡି ଚଢାଉ ଜାରି ରଖିଛି।

ଭୁବନେଶ୍ଵରର ସୂର୍ଯ୍ୟନଗର ଏବଂ ରସୁଲଗଡରେ ଚଢାଉ ଜାରି ରହିଥିବା ସୂଚନା ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଚଢାଉ ପରେ ଇଡି ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ଦିଆଯିବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.