ପ୍ରଥମ ମହଲାରୁ ଖସି ପୁରୀ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ଗୁରୁତର

add-all

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପଢ଼ୁଥିବା ପ୍ରଥମ ବର୍ଷର ଛାତ୍ର ବିଶାଳ କୁମାର ପ୍ରଥମ ମହଲାରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମାଙ୍କଡ଼ ଗୋଡ଼ାଇବାରୁ ସେ ତଳକୁ ଖସି ପଡ଼ିଥିଲେ। ତାଙ୍କର ଦୁଇ ଗୋଡ଼ରେ ଆଘାତ ଲାଗିଛି। ବିଶାଳ କୁମାର ବିହାରର ଚମ୍ପାରଣ ଅଞ୍ଚଳର ବୋଲି ଜଣାଯାଇଛି।

ad-week
Leave A Reply

Your email address will not be published.