ପୁଣି ଜେଲ୍ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

add-all

ପୁଣି ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର JMFC କୋର୍ଟରେ ଆତ୍ମସମର୍ପଣ ପରେ ତାଙ୍କୁ ଜେଲକୁ ପଠାଯାଇଛି। ଅନ୍ତରୀଣ ଜାମିନ ସରିବା ପରେ ପୁଣି ଜେଲ୍ ଯାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଦୁଇ ଥର ସାତ ଦିନିଆ ଅନ୍ତରୀଣ ଜାମିନ୍ ମିଳିବା ପରେ ଗତ ୨୦ ତାରିଖରେ ହାଇକୋର୍ଟ ଜଗଦେବଙ୍କ ଜାମିନ୍ ଆବେଦନ ଖାରଜ କରିଥିଲେ।

ad-week
Leave A Reply

Your email address will not be published.