ବିଶ୍ବନାଥ ଦାସ ଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ…

add-all
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ


ବ୍ରହ୍ମପୁର : ସହରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ଓଡ଼ିଶାର ପୂର୍ବତନ ମୁଖ୍ଯ ମନ୍ତ୍ରୀ ପୂର୍ବତନ ଉତ୍ତର ପ୍ରଦେଶ ରାଜ୍ଯପାଳ ବିଶ୍ବନାଥ ଦାସ ଙ୍କ ୩୮ ତମ ପୁଣ୍ଯତିଥି ଶ୍ରାଦ୍ଧ ଦିବସ ପାଳିତ। ବିଶ୍ବନାଥ ଦାସ ସ୍ମୃତି ସଂସଦ ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କ ଅଧ୍ଯକ୍ଷତାରେ ଏବଂ ସଂସଦ ସଂପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ବିଧାୟକ ବିକ୍ରମ କୁମାର ପଣ୍ଡା ମେୟର ସଂଘମିତ୍ରା ଦଳେଇ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ଯ ରାଜେନ୍ଦ୍ର କୁମାର ଜେନା , ପରିବେଶ ପ୍ରେମୀ ସୁବାଷ ମହାରଣା ଙ୍କ ସମେତ ସହର ର ବହୁ ବରିଷ୍ଠ ବୁଦ୍ଧିଜୀବୀ ସାମ୍ବାଦିକ ସାହିତ୍ୟିକ ଙ୍କ ଯୋଗଦାନ। ଆବାହକ ରମେଶ ଚରଣ ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶ୍ରୀକାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ।

ad-week
Leave A Reply

Your email address will not be published.