ହୁଇଲ ଚ୍ୟାୟରରେ ଭୋଟ ଦେବାକୁ ଆସିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ

add-all

ନୂଆଦିଲ୍ଲୀ: ବହୁଦିନ ଧରି ହସପିଟାଲରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ସେ ଦିଲ୍ଲୀର ଏକ ହସପିଟାଲରେ ମାସାଧିକ ସମୟ ଧରି ଚିକିତ୍ସିତ ହେଉଛନ୍ତି।

ଦିଲ୍ଲୀରେ ରହୁଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନରେ ସଂସଦ ଭବନରେ ଭୋଟ ଦେବାକୁ ଆବେଦନ କରିଥିଲେ।

ସେହି ଅନୁସାରେ ତାଙ୍କୁ ଦିଲ୍ଲୀରେ ଭୋଟ ଦେବାକୁ ଅନୁମତି ଦିଆଯାଇଥିଲା। ଆଜି ସେ ଏକ ହୁଇଲ ଚ୍ୟାୟରରେ ସଂସଦ ଭବନକୁ ଆସି ଭୋଟ ଦେଇଛନ୍ତି।

ad-week
Leave A Reply

Your email address will not be published.