
ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଛାଡ଼ିବାକୁ ଦାବି କରି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ହୋ ହଲ୍ଲା କରିଥିଲେ । କୋଭିଡ୍ କଟକଣାରେ ଗୃହ ଚାଲିଛି । ସର୍ବଦଳୀୟ ବୈଠକରେ ମଧ୍ୟ ଏନେଇ ନିଷ୍ପତ୍ତି ହୋଇଥିବା କହିଥିଲେ ବାଚସ୍ପତି ।