ରାଜ୍ୟରୁ ଆଉ ୧୦୦୬ କରୋନା ଆକ୍ରାନ୍ତ ସୁସ୍ଥ

add-all

ଭୁବନେଶ୍ବର: ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୧୦୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨,୯୧,୬୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୫୨, ସୁନ୍ଦରଗଡ଼ରୁ ୧୦୩, ମୟୁରଭଞ୍ଜରୁ ୮୦, କଟକରୁ ୭୫, ସମ୍ବଲପୁରରୁ ୫୩, ରାୟଗଡ଼ାରୁ ୩୪, ଝାରସୁଗୁଡାରୁ ୩୩, ପୁରୀରୁ ୨୪, ଜଗତ୍‌ସିଂହପୁରରୁ ୧୮, ସୋନପୁରୁ ୧୪, ବାଲେଶ୍ୱରରୁ ୧୩, କେନ୍ଦ୍ରାପଡ଼ାରୁ ୧୩,ଯାଜପୁରରୁ ୧୨, କେନ୍ଦୁଝରରୁ ୧୧, କଳାହାଣ୍ଡିରୁ ୯, ଢେଙ୍କାନାଳରୁ ୮, ନବରଙ୍ଗପୁରରୁ ୮, ନୂଆପଡ଼ାରୁ ୭, ଭଦ୍ରକରୁ ୬, କୋରାପୁଟରୁ ୫, ବଲାଙ୍ଗୀରରୁ ୪, ଗଜପତିରୁ ୪, ଗଞ୍ଜାମରୁ ୩, ବରଗଡ଼ରୁ ୨, ମାଲକାନଗିରିରୁ ୨, ଅନୁଗୋଳରୁ ୧ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୭୬ ଅଛନ୍ତି।

ad-week
Leave A Reply

Your email address will not be published.