ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

add-all

ହୀରାକୁଦ:ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବଢ଼ିଛି।ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ ଖୋଲିଲା। ଉପରମୁଣ୍ଡରେ ଲଗାଣ ବର୍ଷା​‌ ଯୋଗୁ ଗେଟ ଖୋଲିଲା। ଏବେ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୩, ୨୩, ୫୧୩ କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦ ଜଳ ଭଣ୍ଡାରରୁ ନିଷ୍କାସିତ ହେଉଛି ୧,୭୯, ୮୦୬ କ୍ୟୁସେକ ଜଳ।

ad-week
Leave A Reply

Your email address will not be published.