ଭୁବନେଶ୍ୱର ଉପକଣ୍ଠ ଧଉଳି ପଞ୍ଚାୟତରେ ଘରେ ପଶିଲା ପାଣି

add-all

ଫୁଲୁଛି ମହାନଦୀ। ମହାନଦୀ ପାଣି ଦୟା ନଦୀରେ ଆସିବାରୁ ଭୁବନେଶ୍ୱର ଉପକଣ୍ଠ ଧଉଳି ପଞ୍ଚାୟତ ଶରଦେଇପୁରରେ ନଦୀ କୂଳରେ ଥିବା ୧୦ଜଣଙ୍କ ଘରେ ପଶିଲା ପାଣି। ଆଜିକୁ ଦୁଇ ଦିନ ହେବ କଲବଲ ହେଉଛନ୍ତି ୧୦ ପରିବାର।

ଠିକ୍‌ରେ ରୋଷେଇ କରିପାରୁନଥିବା ବେଳେ ଶାନ୍ତିରେ ଶୋଇ ପାରୁନାହାନ୍ତି। ଲଗାଣ ବର୍ଷା ଲାଗି ରହିଥିବାରୁ ଛାତ ଉପରେ ଅସ୍ଥାୟୀ ପାଲ ଟଣା ଘର କରୁଛନ୍ତି।

ad-week
Leave A Reply

Your email address will not be published.