କଟକ ମୁଣ୍ଡଳିରେ ୧୨ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ

କଟକ: କଟକ ମୁଣ୍ଡଳିରେ ୧୨ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ ହେଉଛି। କଟକ ମୁଣ୍ଡଳିରେ ଏବେ ୧୨ଲକ୍ଷ ୧ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୁଣ୍ଡଳିର ବିପଦ ସଙ୍କେତ ଉପରେ ଚାଲିଛି ମହାନଦୀ। ବିପଦ ସଙ୍କେତ ୯୭.୨୫ଫୁଟ ଏବଂ ଜଳସ୍ତର ୯୭.୮୦ ଫୁଟ ବୋଲି ସୂଚନା ମିଳିଛି। ଫଳରେ ତଳିଆ ଅଞ୍ଚଳ​‌ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.