ରାଜ୍ୟରେ ଆଉ ୧୭୪ ନୂଆ ସଂକ୍ରମିତ

add-all

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩, ସଙ୍ଗରୋଧରୁ ୧୦୨ ଓ ସ୍ଥାନୀୟ ୭୨।

ଅନୁଗୁଳରୁ ୧, ବାଲେଶ୍ୱର ୪,ବରଗଡ ୧, ଭଦ୍ରକ ୨, ବଲାଙ୍ଗୀର ୧, ବୌଦ୍ଧ ୩, କଟକ ୨୦, ଦେଓଗଡ ୩, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର ୬, ଝାରସୁଗୁଡା ୧ , କଳାହାଣ୍ଡି ୨, କନ୍ଧମାଳ ୧ , କେନ୍ଦ୍ରାପଡା ୫, ଖୋର୍ଦ୍ଧା ୫୫, କୋରାପୁଟ ୧, ମାଲକାନଗିରି ୧, ମୟୁରଭଞ୍ଜ ୮, ନବରଙ୍ଗପୁର ୫, ନୟାଗଡ ୭, ନୂଆପଡା ୫, ପୁରୀ ୯, ରାୟଗଡା ୪, ସମ୍ବଲପୁର ୧, ସୁନ୍ଦରଗଡ ୧୦, ଷ୍ଟେଟ ପୁଲରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ad-week
Leave A Reply

Your email address will not be published.