ଦଶମ ପାଶ ଛାତ୍ରଛାତ୍ରୀଙ୍କ ନାମଲେଖା ସମୟ ବୃଦ୍ଧି

add-all

ଭୁବନେଶ୍ବର: ପୁଣି ଥରେ ରାଜ୍ୟ ସରକାର ଦଶମ ପାଶ ଛାତ୍ରଛାତ୍ରୀଙ୍କ ନାମଲେଖା ସମୟ ବୃଦ୍ଧି କରିଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ପାରି ନାହିଁନ୍ତି, ସେମାନେ ଏହି ନାମଲେଖାରେ ଭାଗ ନେଇପାରିବେ।

ଏହି ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୦ରୁ ୨୭ ତାରିଖ ଭିତରେ ଅନଲାଇନରେ ଆବେଦନ କରିପାରିବେ।

ad-week
Leave A Reply

Your email address will not be published.