ରାଜ୍ୟରେ ଚିହ୍ନଟ ହେଲେ ୨୦୨ ନୂଆ କରୋନା ଆକ୍ରାନ୍ତ

add-all

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୨୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୪୫, ସଙ୍ଗରୋଧରୁ ୧୧୭, ସ୍ଥାନୀୟ ୮୫।

ଅନୁଗୁଳରୁ ୧, ବାଲେଶ୍ୱର ୪, ବରଗଡ ୧୦, ଭଦ୍ରକ ୧, ବଲାଙ୍ଗୀର ୩, କଟକ ୧୧, ଦେଓଗଡ ୧, ଗଜପତି ୪,ଗଞ୍ଜାମ ୧, ଜଗତସିଂହପୁର ୫, ଯାଜପୁର ୬, କନ୍ଧମାଳ ୫, କେନ୍ଦ୍ରାପଡା ୬, କେନ୍ଦୁଝର ୭, ଖୋର୍ଦ୍ଧା ୩୧, ମୟୁରଭଞ୍ଜ ୧୦, ନବରଙ୍ଗପୁର ୧୧, ନୟାଗଡ ୭, ନୂଆପଡା ୬, ପୁରୀ ୪, ରାୟଗଡା ୨, ସମ୍ବଲପୁର ୧୭, ସୋନପୁର ୨, ସୁନ୍ଦରଗଡ ୪୧, ଷ୍ଟେଟପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୨,୭୩୫କୁ ବୃଦ୍ଧି ପାଇଛି। ୧୩,୨୨,୦୯୫ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧ ହଜାର ୪୦୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ad-week
Leave A Reply

Your email address will not be published.