ପୁରୀ ଗସ୍ତରେ ୫-ଟି ସଚିବ, ଶ୍ରୀମନ୍ଦିରର ଉନ୍ନତିକରଣ ନେଇ ଆଲୋଚନା

add-all

ପୁରୀ: ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ପୁରୀ ଗସ୍ତରେ ଆସିଥିଲେ। ତାଙ୍କ ପତ୍ନୀ ତଥା ମିସନ ଶକ୍ତିର କମିସନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ବେଢ଼ା ପରିକ୍ରମା ସହ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ୫-ଟି ସଚିବ ସେବାୟତଙ୍କ ସହ ଶ୍ରୀମନ୍ଦିରର ଉନ୍ନତିକରଣ ନେଇ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.