ରାଷ୍ଟ୍ରପତି ଭବନରେ ରାଜଯୋଗୀ ବ୍ରହ୍ମାକୁମାର

add-all

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ରାଜଯୋଗୀ ବ୍ରହ୍ମାକୁମାର ବିଜୟ ଭାଇ ୧୪ଜଣ ବିଶିଷ୍ଟ ଉଦ୍ୟୋଗପତି, ଦିଲୀର ବରିଷ୍ଠ ରାଜଯୋଗୀ ଜୟପ୍ରକାଶ ଭାଇ, ପ୍ରଭାତ ଭାଇ, ମୁମ୍ବଇର ତ୍ରିନାଥ ଭାଇ, ରାଜଯୋଗିନୀ ବ୍ରହ୍ମାକୁମାରୀ ସୂଚିତା ଭଉଣୀ ପ୍ରମୁଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଥିଲେ । ରାଷ୍ଟ୍ରପତିଙ୍କ ଦୀର୍ଘ ଯାତ୍ରାର କାହାଣୀ ସମ୍ପର୍କରେ ଉଦ୍ୟୋଗପତିମାନେ ଶୁଣି ପ୍ରେରଣା ପାଇଥିଲେ।

ad-week
Leave A Reply

Your email address will not be published.