ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ

add-all

ଝାରସୁଗୁଡ଼ା ୩୦/୦୯: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗ୍ରାମ ରୋଜଗାର ସେବକ (ଜିଆରଏସ)l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁ ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ରେଡ୍‌ ହ୍ୟାଣ୍ଡରେ ଧରା ପଡ଼ିଛନ୍ତି l କନକତୋରା ଗାଁର ସୁବାଷ ପ୍ରଧାନଙ୍କୁ ପିଏମ ଆବାସ ଯୋଜନାରେ ଘର ଦେବା ପାଇଁ ଜିଆରଏସ ତାଙ୍କୁ ୧୪ ହଜାର ଲାଞ୍ଚ ମାଗିଥିଲେ।

ଶୁକ୍ରାବାର କନକତୋରା ପଞ୍ଚାୟତ କାର୍ଯ୍ୟାଳୟରେ ସୁବାଷଙ୍କଠାରୁ ଲାଞ୍ଚ ନେବା ବେଳେ ଜିଆରଏସ ମନୋଜ ସାହୁଙ୍କୁ ଭିଜିଲାନ୍ସ ବିଭାଗ ଧରିବା ସହ ୧୪ ହଜାର ଟଙ୍କା ଜବତ କରିଛି। ଏହା ସହିତ ଭିଜିଲାନ୍ସ କର୍ମଚାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଜିଆରଏସଙ୍କର ଅନ୍ୟାନ୍ୟ ସରକାରୀ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି l

ad-week
Leave A Reply

Your email address will not be published.