ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳରେ ବେଆଇନ୍‌ ଭାବେ ନିର୍ମିତ ୯ଟି ପ୍ଲଟ ଉଚ୍ଛେଦ

add-all

ଭୁବନେଶ୍ୱର: ବିଡିଏ ଟାର୍ଗେଟରେ ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳ । ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳରେ ଥିବା କିଛି ଘର ଭାଙ୍ଗୁଛି ବିଡିଏ।

ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ଅଧିନ ତ୍ରାହି ଅଚ୍ୟୁତ ନଗର ମୌଜାରେ ଥିବା ୯ଟି ପ୍ଲଟ ଉଚ୍ଛେଦ ହେଉଛି। ବେଆଇନ୍‌ ଭାବେ ନିର୍ମିତ ଘର ଗୁଡିକ ଭଙ୍ଗା ଚାଲିଛି। ପୋଲିସ, ସ୍ଥାନୀୟ ପ୍ରଶାସନ ଓ ବିଡିଏ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ ହେଉଛି। ବେଆଇନ ଉଚେଛଦକୁ ବିରୋଧ କରିଛନ୍ତି କିଛି ମହିଳା।

ad-week
Leave A Reply

Your email address will not be published.