ଆନ୍ଧ୍ରପ୍ରଦେଶରେ ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ ବିଦ୍ୟୁତ ସ୍ବର୍ଶରେ ମୃତ୍ୟୁ

add-all

ଚମାଖଣ୍ଡି : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ତଥା ଚମାଖଣ୍ଡି ଥାନା ଅନ୍ତର୍ଗତ ଓ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ପୁଟଵଗଡ ଗ୍ରାମର ଇନ୍ଦିରା ଆବାସ କଲୋନୀ ର କୃଷ୍ଣ ପ୍ରଧାନ,(୨୬) ଗତ ଏକ ସପ୍ତାହ ତଳେ ଦାଦନ ଶ୍ରମିକ ଭାବେ ଆନ୍ଦ୍ରା ପ୍ରଦେଶ ର ଗୁଡ଼ୱ।ଡା ଅଞ୍ଚଳ କୁ ଟ୍ରକ ରେ ଧାନ ଲୋଡିଙ୍ଗ ଯାଇ ଥିଲେ। ତେବେ ଗତ ୧୨ ତାରିଖ ଦିନ ଟ୍ରକ ରେ ଧାନ ଲୋଡିଙ୍ଗ କରାଯିବା ସମୟରେ ଉପରେ ଯାଇଥିଵା ବିଦ୍ୟୁତ ୧୧ କେଭି ତାର ସଂସ୍ପର୍ଶରେ ଆସି ଥିବା ରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଥିଲା। ଏହି ସମ୍ପର୍କ ରେ ଏହି ଖବର ପାଇ ଇନ୍ଦିରା ଆବାସ କଲୋନୀ ପରିବାର ଙ୍କୁ ଜଣାଇ ଥିଲେ ଯାହା ଫଳରେ ପରି ଵାର ସଦସ୍ୟ ସରପଞ୍ଚ ବି ସୁଦାମ କୁ ଧରି ଆନ୍ଦ୍ରାପ୍ରଦେଶ ର ଗୁଡ଼ୱଡା ଅଞ୍ଚଳ କୁ ଯାଇ ଦାଦନ ଶ୍ରମିକ କୃଷ୍ଣ ପ୍ରଧାନ କୁ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିଲା । ଶବ ବ୍ୟବଚ୍ଛେଦ କରି ସେହି ଠାରେ ଶବ ସତ୍କାର କରି ନିଜ ଗ୍ରାମ ଇ ନ୍ଦି ରା ଆବାସ କଲୋନୀ ପରିବାର ସଦସ୍ୟ ଫେରିଥିଲେ। ଏହି ସମ୍ପର୍କ ରେ ଆନ୍ଦ୍ରାପ୍ରଦେଶ ର ଵିଦ୍ୟୁତ ବିଭାଗ ନାମ ରେ ଏତେଲା ଦାୟର କରିଛନ୍ତି। ମୃତ୍ୟୁ ଦାଦନ ଶ୍ରମିକ କୃଷ୍ଣ ପ୍ରଧାନ ଅଵିଵାହିତ ଥିବା ବେଳେ ତାଙ୍କୁ ସରକାରୀ ସାହାଯ୍ୟ ପାଇଁ ବିଭିନ୍ନ ମହଲରୁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.