ଶିମିଳିପାଳରେ ହାତୀ ଶିକାର ଓ ପୋଡ଼ି ଦେବା ଘଟଣା: ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରତ୍ୟକ୍ଷଦର୍ଶୀ ବନ କର୍ମଚାରୀଙ୍କ ମୃତ୍ୟୁ

add-all

ବାରିପଦା: ଶିମିଳିପାଳରେ ହାତୀ ଶିକାର ଓ ପୋଡି ଦେବା ଘଟଣା। ଅଧିକାରୀଙ୍କ ତାଗିଦ୍‌ରେ ଭୟଭୀତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରତ୍ୟକ୍ଷଦର୍ଶୀ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତୁରାମ ପୁର୍ତ୍ତି।

ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି।ଏସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏନେଇ ସୂଚନା ଦେଇଛନ୍ତି। ଗତ ୧୨ ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବନ କର୍ମଚାରୀ।

ad-week
Leave A Reply

Your email address will not be published.