ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

add-all

ଭୁବନେଶ୍ୱର: ଓଡ଼ିଶା ଆସିବେ ଜେ ପି ନଡ୍ଡା । ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଚଳିତମାସ ୨୮ କିମ୍ବା ୨୯ରେ ଜେ ପି ନଡ୍ଡା ଆସିବେ ବୋଲି ସୂଚନା ମିଳିଛି । ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

ଜେପି ନଡ୍ଡା ଗତ ସେପ୍‌ଟେମ୍ବର ୨୯ ଓ ୩୦ ଦୁଇ ଦିନ ଓଡ଼ିଶାରେ ରହି ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ବିଜେପି ମିଶନ ୨୦୨୪ କିଭଳି ସଫଳ ହେବ ସେନେଇ କାର୍ଯ୍ୟକର୍ତ୍ତମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହାର କିଛି ଦିନ ପରେ ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା।

ad-week
Leave A Reply

Your email address will not be published.