ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ବସ୍, ନିଆଁ ଲଗାଇ ଦେଲେ ଲୋକେ…

add-all

ବାରିପଦା: ବାରିପଦା ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ବାଇକ କୁ ପିଟିଲା ବସ। ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ବସ ରେ ନିଆଁ ଲଗାଇ ଦେଇଛନ୍ତି।

ଦୁର୍ଘଟଣା ଘଟାଇଥିବା ବସଟି ହେଉଛି ରଞ୍ଜିତା ନାମରେ ଏକ ଘରୋଇ ବସ। ବସ ପୋଡି ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିିଛି । ସ୍ଥାନୀୟ ଲୋକେ ଗୁରୁତର ଆହତ ବାଇକ ଚାଳକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି।

ad-week
Leave A Reply

Your email address will not be published.