ପୁରୀ ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଦିରସ୍ତ…

add-all

ପୁରୀ : ପୌଷପୂର୍ଣ୍ଣିମା ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ନୂତନ ମୁଦିରସ୍ତ। ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଛି। ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ ଶାଢ଼ୀ ବନ୍ଧାଇଛନ୍ତି।

ଗଜପତି ମହାରାଜାଙ୍କ ଦ୍ବାରା ଶାଢ଼ୀ ବନ୍ଧା ନୀତି ସମ୍ପୂର୍ଣ୍ଣ ହୋଇଥିବା ବେଳେ ରାଜଗୁରୁଙ୍କ ଦ୍ବାରା ସମସ୍ତ ନୀତି ସମ୍ପାଦନ କରାଯାଇଛି। ଆଜିଠାରୁ ମୁଦିରସ୍ତ ମହାପ୍ରଭୁଙ୍କ ସମସ୍ତ ସେବାପୂଜାରେ ନିଜକୁ ନିୟୋଜିତ କରିପାରିବେ।

ad-week
Leave A Reply

Your email address will not be published.