ପୁଣି ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ…

add-all

ଯାଜପୁର : ଯାଜପୁରରେ କୁମ୍ଭୀର ଆତଙ୍କ। ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଛନ୍ଦାମୁଣ୍ଡ ଗାଁ ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଗତ କିଛି ମାସ ହେଲା ଏହି ଅଞ୍ଚଳରେ ଦୁଇରୁ ଅଧିକ କୁମ୍ଭୀର ବିଶ୍ୱାଳ ସାହି ନଦୀ ଛନ୍ଦାଠୁ ସେଠି ସାହି ନଦୀ ଛନ୍ଦା ପଯ୍ୟନ୍ତ ପାଣିରେ ଆତଙ୍କ ଖେଳାଉଛନ୍ତି ।

ଉକ୍ତ ନଦୀ ଛନ୍ଦାରେ ଶହ ଶହ ଲୋକେ ନିଜର ପୂଜା କର୍ମ ପାଇଁ ହେଉ କି ନିଜର ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ନଦୀ କି ଯିବାକୁ ପଡେ। ବନବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ଲାଭ ମିଳିନାହିଁ । ତେଣୁ ତୁରନ୍ତ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ନଦୀ କୁଳିଆ ଲୋକେ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.